Emmanuel Macron
Emmanuel Macron
ଯିଏ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଚାପୁଡ଼ା ମାରିଲା। ମାତ୍ର ଘଟଣାଟି ସତ୍ୟ। ଚାପୁଡ଼ା ମାରିଥିବା ବ୍ୟକ୍ତି ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ମାକ୍ରନଙ୍କ ପତ୍ନୀ ବ୍ରିଜିଟ ମାକ୍ରନ। କିନ୍ତୁ, ମାକ୍ରନଙ୍କୁ ତାହା କିଛି ସମୟ ପାଇଁ ଅଡୁଆ ପରିସ୍ଥିତିରେ ପକାଇ ଦେଇଥିଲା। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଭିଡିଓରେ ବିମାନର ଦ୍ୱାର ଖୋଲିବାମାତ୍ରେ ମ୍ୟାକ୍ରନଙ୍କ ମୁହଁକୁ ତାଙ୍କ ପତ୍ନୀ ହାତରେ ବୁଲେଇ ଦେଉଥିବା ଦେଖାଯାଉଛି। ଭିଏତନାମ ରାଜଧାନୀ ହାନୋଇ ପହଞ୍ଚିବାମାତ୍ରେ ମ୍ୟାକ୍ରନଙ୍କ ସହିତ ଏହି କାଣ୍ଡ ହୋଇଯାଇଛି। ‘ଦି ସନ୍’ର ଏକ୍ସ ହ୍ୟାଣ୍ଡଲରେ ଏହି ଭିଡିଓ ସେୟାର କରାଯାଇଛି। ଏବେ ଏହି ଘଟଣା ଆମେରିକା ସମେତ ଫ୍ରାନ୍ସ, ଇଂଲଣ୍ଡ, ଭାରତ, ସ୍ୱିଜରଲ୍ୟାଣ୍ଡ ଆଦି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
SOA TURNS 19, AIMS TO CONTRIBUTE MORE TO THE SOCIETY: VC
SOA TURNS 19, AIMS TO CONTRIBUTE MORE TO THE SOCIETY:
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS



